Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡିଏମକେ ସାଂସଦ ଗିରଫ

    Share on :
    ajab-Image
    Date: May 23, 2020    Views: 4278

    ଚେନ୍ନାଇ: ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇ ଡିଏମକେ(ଦ୍ରାବିଡ ମୁନେତ୍ର କଡ଼ଗମ) ସାଂସଦ ଆର.ଏସ. ଭାରତୀ ଗିରଫ ହୋଇଛନ୍ତି। ଚେନ୍ନାଇ ପୁଲିସ ଶନିବାର ସକାଳେ ତାଙ୍କୁ ଗିରଫ କରିଛି। ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ବିଦ୍ଵେଷପୂର୍ଣ୍ଣ ଭାଷଣ ଦେଇଥିବା ନେଇ ଗତ ଫେବୃୟାରୀ ୧୪ ତାରିଖରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସୂଚନା ମୁତାବକ, ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ୧୯୮୯ ଅନୁସୂଚିତ ଜାତି ଓ ଜନଜାତି(ଅତ୍ୟାଚାର ନିବାରଣ) ଅଧିନିୟମ ଅଧୀନରେ ୨ଟି ଥାନାରେ ମାମଲା ରୁଜୁ ହୋଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook