Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜନୀତି ରଙ୍ଗ ଭଲ: ମନମୋହନ

    Share on :
    ajab-Image
    Date: Mar 5, 2026    Views: 2435

    ଭୁବନେଶ୍ଵର : ରଙ୍ଗର ପର୍ବ ହୋଲି  ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି । ଓଡ଼ିଶା ସମୃଦ୍ଧ ହେଉ, ଏକ ନମ୍ୱର ରାଜ୍ୟ ହେଉ। ବିକଶିତ ଭାରତରେ ଓଡ଼ିଶାର ବଡ଼ ଯୋଗଦାନ ରହୁ। ହୋଲି ପରେ ଯେତେବେଳେ ରାଜନୀତି ହେବ ସେ କଥା ଅଲଗା।

    ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି, ଭଲ କରିପାରିଲେ ଭଲ। ଆମେ ଯାହାକୁ ସମର୍ଥନ ହେଉ, ପୂର୍ଣ୍ଣମାତ୍ରାରେ ସମର୍ଥନ ହେଇଥାଉ। ଦିଲ୍ଲୀପ ରାୟ ଜଣେ ଅନୁଭବୀ ନେତା, ବହୁଥର ବିଧାୟକ ଓ ସାଂସଦ, କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ରାଜ୍ୟରେ ମଧ୍ୟ ମନ୍ତ୍ରୀ ଥିଲେ। ସେ ନିଶ୍ଚୟ ବିଜୟ ହେବେ, ଶହେ ପ୍ରତିଶତ ବିଶ୍ୱାସ ରହିଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook