ମୁଖ୍ୟ ଖବର
ମେଲବର୍ଣ୍ଣ : ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ମୋଦି। ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଐତିହାସିକ କ୍ରିକେଟ୍ ଗ୍ରାଉଣ୍ଡ ମେଲବର୍ଣ୍ଣରେ ପହଞ୍ଚିଥିଲେ। ତାଙ୍କ ସହ ଉପସ୍ଥିତ ଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲବାନିଜ୍ ଏବଂ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ଷ୍ଟିଭ୍ ୱ । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କ୍ରୀଡା ସହଯୋଗ ବୃଦ୍ଧି ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି।
ଚଳିତ ବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ଟି-୨୦ ଲିଗ୍ 'ବିଗ୍ ବାଶ୍ ଲିଗ୍' BBLର ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିହାସରେ ଏହା ପ୍ରଥମ ଥର ହେବ ଯେ ଏକ ବିଦେଶୀ କ୍ରିକେଟ୍ ଲିଗ୍ ଭାରତୀୟ ମାଟିରେ ଏହାର ମ୍ୟାଚ୍ ଖେଳିବ।
Comments ସମସ୍ତ ମତାମତ