Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜଧାନୀରେ ପୁଣି ମୋ ବସ୍ କଲା ଦୁର୍ଘଟଣା

    Share on :
    ajab-Image
    Date: Jan 10, 2025    Views: 3909

    ଭୁବନେଶ୍ୱର: ରାଜଧାନୀରେ ପୁଣି ମୋ ବସ୍ କଲା ଦୁର୍ଘଟଣା। ମର୍ସିଡିଜ୍‌ କାରକୁ ପିଟିଲା ବସ୍।‌ ମୋ ବସ୍‌ ଧକ୍କାରେ ମର୍ଶିଡିଜ୍ ପଛ ଚେପା ହୋଇଛି। ଇନ୍‌ଫୋସିଟି ଛକ ନିକଟରେ ଘଟିଛି ଦୁର୍ଘଟଣା। ତେବେ କାର୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ମୋ ବସ୍‌ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଥିବା ଜଣାପଡିଛି।  ଅନ୍ୟପଟେ ମୋ ବସ୍‌ରେ ଯାତ୍ରାକାରୁଥିବା ଯାତ୍ରୀମାନଙ୍କୁ ଆଉ ଏକ ଗାଡ଼ିରେ ଛାଡ଼ିବାକୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

     

    Maximum 500 characters

    ତାଜା ଖବର View all

    Find Us on Facebook