Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ଏହି ଓଡ଼ିଆ ଝିଅ

    Share on :
    ajab-Image
    Date: Nov 24, 2021    Views: 3350


    ଚନ୍ଦ୍ରଶେଖରପୁର: ଡେରାଡୁନରେ ଜିରୋନ ପ୍ରଡକ୍ସନ ହାଉସ ଦ୍ୱାରା ଆୟୋଜିତ ମିସ ଇଣ୍ଡିଆ-୨୦୨୧ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଓଡ଼ିଆ ଝିଅ ଶୁଭଶ୍ରୀ ବେହେରା । ଭାରତର ବିଭିନ୍ନ ରାଜ୍ୟରୁ ୯୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶୁଭଶ୍ରୀ ଏହି ବିଜୟ ହାସଲ କରିଛନ୍ତି । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳର ଝିଅ ଶୁଭଶ୍ରୀ ବର୍ତ୍ତମାନ ମହର୍ଷି ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷରେ ପଢ଼ୁଛନ୍ତି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook