Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘୁଞ୍ଚିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ

    Share on :
    ajab-Image
    Date: Oct 1, 2023    Views: 3717

    କଟକ: ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ ଘୁଞ୍ଚାଯାଇଛି। ଆସନ୍ତା ୫ ତାରିଖ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ କରିପାରିବେ। ୫ ତାରିଖ ପରେ  ଆଉ ଫର୍ମ ପୂରଣ ସୁଯୋଗ ମିଳିବନି।  ମାଧ୍ୟମିକ ଶିକ୍ଷା ପରିଷଦ  ତରଫରୁ ଏ ନେଇ ସୂଚନା ଦିଆଯାଇଛି।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook