Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିବାହ ପୂର୍ବରୁ ପ୍ରତ୍ୟେକ ଝିଅଙ୍କର ଥାଏ ଏହି ୩ଟି ଇଚ୍ଛା, ଯାହା ପୁଅଙ୍କୁ ଜଣାନଥାଏ

    Share on :
    ajab-Image
    Date: May 25, 2022    Views: 2948

    ପୁଅ ହୁଅନ୍ତୁ କି ଝିଅ, ବିବାହ ପୂର୍ବରୁ ସମସ୍ତେ ନିଜ ନିଜର ଜୀବନସାଥୀଙ୍କ ଇଚ୍ଛାକୁ ମନ ଭିତରେ ରଖିଥାନ୍ତି। ଆଜି ଆମେ ସେହି ଝିଅଙ୍କ ବିଷୟରେ କହିବାକୁ ଜାଉଛୁ। ବିବାହ ପୂର୍ବରୁ ପ୍ରତ୍ୟେକ ଝିଅଙ୍କର ମନରେ ବହୁତ ସାରା ଇଚ୍ଛା ଥାଏ ସେଥିମଧ୍ୟରୁ ୩ଟି ଇଚ୍ଛା ହେଉଛି ମୁଖ୍ୟ। ଏହି ଇଚ୍ଛା ପ୍ରତ୍ୟେକ ଝିଅଙ୍କ ପାଖରେ ଥାଏ ଆଉ ତାଙ୍କର ଏହି ଇଚ୍ଛା ଖାସ୍ କରି ଜୀବନସାଥୀଙ୍କ ସହ ଯୋଡି ହୋଇ ରହିଥାଏ। ଆସନ୍ତୁ ଜାଣିବା ନିଜ ଜୀବନସାଥୀଙ୍କ ବିଷୟରେ ଏମିତି କ’ଣ ଇଚ୍ଛା ରହିଛି ଯାହାକି ଝିଅମାନେ ତାଙ୍କ ମନ ଭିତରେ ରଖିଥାନ୍ତି। ଆଉ ତାହା ପୁଅଙ୍କୁ ଜଣାନଥାଏ।


    ୧. ପ୍ରତ୍ୟେକ ଝିଅ ଚାହିଁଥାନ୍ତି କି ସେ ବିବାହ କରିବାକୁ ଯାଉଥିବା ଜୀବନସାଥୀ ବା ସ୍ବାମୀ ସାଧୁ କିମ୍ବା ସଚ୍ଚୋଟ ହୋଇଥାନ୍ତୁ।


    ୨. ପ୍ରତ୍ୟେକ ଝିଅ ଚାହିଁଥାନ୍ତି କି ତାଙ୍କ ସ୍ବାମୀ ବିଶ୍ବାସର ପାତ୍ର ହୋଇଥାଏ ଏବଂ ତାଙ୍କୁ କେବେ ଧୋକା ନ ଦେଉ ବୋଲି ତାଙ୍କ ମନରେ ଥାଏ।


    ୩. ପ୍ରତ୍ୟେକ ଝିଅ ଚାହିଁଥାନ୍ତି କି ତାଙ୍କ ସ୍ବାମୀ ଯେତିକି ବି ରୋଜଗାର କରୁଛନ୍ତି ସେ ସମସ୍ତଙ୍କଠାରୁ ଆଗରେ ରୁହନ୍ତୁ। ଆଉ ପରିବାରକୁ ଭଲ ଭାବେ ସମ୍ଭାଳି ପାରୁଥିବେ।

    Maximum 500 characters

    ବିଶେଷ View all

    Find Us on Facebook