Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାହାଘରର ୧୦ ଦିନ ପରେ ପ୍ରେମିକ ସାଙ୍ଗରେ ନବବଧୂ ଫେରାର

    Share on :
    ajab-Image
    Date: Feb 25, 2026    Views: 2584

    ବଲାଙ୍ଗୀର: ବାହାଘରର ୧୦ ଦିନ ପରେ ପ୍ରେମିକ ସହ ନବବଧୂ ଫେରାର। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ । ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସିଥିଲେ। ସେଠାରେ ସେ ପୂର୍ବତନ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। କଣ୍ଟାବାଞ୍ଜି ଧୋବପଡ଼ାର ଯୁବତୀ ମୁରିବାହାଲ କର୍ଲା ଗାଁରେ ବାହା ହୋଇଥିଲେ। ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨୦ ହଜାର ଟଙ୍କା ସହ ଫେରାର ହୋଇଥିବା ସୂଚନା ମିଳିଛି। ଝିଅର ବାପା ଓ ସ୍ବାମୀଙ୍କ ପକ୍ଷରୁ ଏନେଇ ଅଭିଯୋଗ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook