Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କୁଖ୍ୟାତ ମାଓବାଦୀ ଗିରଫ

    Share on :
    ajab-Image
    Date: Jan 25, 2023    Views: 3670

    ମାଲକାନଗିରି  : NIA ହାତରେ ଧରାପଡିଲେ କୁଖ୍ୟାତ ମାଓବାଦୀ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ରଞ୍ଜୁ ଖିଲ ଓରଫ ଚାଣ୍ଟିଙ୍କୁ ଗିରଫ କଲା NIA ।

    ଖବର ଅନୁଯାୟୀ, ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ରାସ୍ତାରେ ୪ ଜଣ ବିଏସଏଫ  ଅଧିକାରୀଙ୍କୁ ହତ୍ୟା କରିଥିଲେ ଚାଣ୍ଟି । ଘଟଣାର ଦୀର୍ଘ ୧୦ ବର୍ଷ ପରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର କଦମଗୁଡା ଗାଁରୁ  NIA ଅଫିସର ମାନେ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ।

    ତେବେ ଗିରଫ ପରେ ଚାଣ୍ଟିଙ୍କୁ ଭୁବନେଶ୍ବର ନେଇ ଯାଇଛନ୍ତି NIA ଅଫିସର । ଗୁରୁବାର NIAସ୍ବତନ୍ତ୍ର କୋର୍ଟରେ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ହାଜର କରାଯିବ । ଚାଣ୍ଟି ନାମରେ ପୁର୍ବରୁ ଓଡିଶା ପୋଲିସ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook