ମୁଖ୍ୟ ଖବର
ତେଲେଙ୍ଗାନା :ଦୁର୍ବଳ ହେଉଛି ମାଓଗଡ଼ । ତେଲେଙ୍ଗାନା ପୁଲିସ ନିକଟରେ ଶନିବାର ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ଷ୍ଟେଟ କମିଟିର ସଦସ୍ୟ ଥିବା ଜଣାପଡ଼ିଛି । ମୋଷ୍ଟ ୱାଣ୍ଟେଡ ମାଓବାଦୀ ହିଡମାର ମୃତ୍ୟୁ ପରେ ଏମାନେ ସମୂହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଖରୁ ଗୋଟିଏ AK-47, ୨ଟି ଏସଏଲଆର, ୨ଟି 303 ରାଇଫଲ ଜବତ କରିଛି ପୁଲିସ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ଥିଲା ୧୪ ଲକ୍ଷର ପୁରସ୍କାର ।
Comments ସମସ୍ତ ମତାମତ