ମୁଖ୍ୟ ଖବର
ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତିନି ମୃତକ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା ଏବଂ ଅଞ୍ଜୁ । ଏମାନଙ୍କ ନାଆଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।
। ଗଜରଲା ରବିଙ୍କ ନାମରେ ୨୫ ଲକ୍ଷ, ରବି ଭେଙ୍କଟା ଚୈତନ୍ୟାଙ୍କ ନାମରେ ୨୦ ଲକ୍ଷ ଓ ଅଞ୍ଜୁଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଆଜି ସକାଳେ ସେମାନଙ୍କୁ ଏନକାଉଣ୍ଟର୍ କରାଯାଇଥିଲା।
Comments ସମସ୍ତ ମତାମତ