Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Makar Sankrati History

ମୁଖ୍ୟ ଖବର

    ମକର ସଂକ୍ରାନ୍ତି : ଭାରତରେ କେଉଁଠି କେଉଁ ନାମରେ ପାଳନ କରାଯାଏ ଜାଣନ୍ତୁ

    Share on :
    ajab-Image
    Date: Jan 7, 2023    Views: 3068

     

    ସୌର-ଚକ୍ର ଅନୁଯାୟୀ ପାଳିତ ହେଉଥିବା ହିନ୍ଦୁମାନଙ୍କର ପ୍ରାଚୀନ ପର୍ବ ମଧ୍ୟରେ ଏହା ଅନ୍ୟତମ । ଏହି ପର୍ବ ପାଳନ ‘ମହାଭାରତ’ କାଳରୁ ଗଡ଼ି ଆସିଥିବା ବିଶ୍ୱାସ କରାଯାଏ । ଏହା ଏକ ସର୍ବଭାରତୀୟ ପର୍ବ । ତେବେ ଅଞ୍ଚଳ ବିଶେଷରେ ଏହାର ନାମ ଭିନ୍ନ ଭିନ୍ନ ।
    ଆମ ରାଜ୍ୟରେ ଏହାକୁ ‘ମକର ସଂକ୍ରାନ୍ତି’ କୁହାଯାଏ । ତାମିଲନାଡ଼ୁରେ ଏହାର ନାମ ପୋଙ୍ଗଲ; ଗୁଜରାତ ଓ ଉତ୍ତରାଖଣ୍ଡ-ଉତ୍ତରାୟଣ; ହରିଆଣା, ପଞ୍ଜାବ ଓ ହିମାଚଳ ପ୍ରଦେଶ-ମାଘୀ; ଆସାମ-ଭୋଗାଲୀ ବିହୁ; କାଶ୍ମୀର-ଶିଶୁର ସଂକ୍ରାନ୍ତ; ଉତ୍ତରପ୍ରଦେଶ ଓ ପଶ୍ଚିମ ବିହାର-ଖିଚଡ଼ୀ; ପଶ୍ଚିମବଙ୍ଗ-ପୌଷ ସଂକ୍ରାନ୍ତି; କର୍ଣ୍ଣାଟକ-ମକର ସଂକ୍ରମଣ । ଭାରତ ବାହାରେ ମଧ୍ୟ ଏହା ପାଳନ କରାଯାଏ । ନେପାଲ-ମାଘେ ସଂକ୍ରାନ୍ତି, ବାଂଲାଦେଶ-ପୌଷ ସଂକ୍ରାନ୍ତି, ଥାଇଲାଣ୍ଡ-ସୋଙ୍ଗ କରନ, ଲାଓସ-ପି ମା ଲାଓ; ମିଆନମାନ-ଥିଂୟାନ; କାମ୍ବୋଡିଆ-ମୋହା ସଙ୍ଗକ୍ରାନ; ଶ୍ରୀଲଙ୍କା-ଉଝୱର ନିରୁନଲ ।

    Maximum 500 characters

    Makar Sankrati History View all

    Find Us on Facebook