Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଢିବ ମହାନଦୀ ଟ୍ରିବ୍ୟୁନାଲର କାର୍ୟ୍ୟକାଳ

    Share on :
    ajab-Image
    Date: Feb 4, 2026    Views: 3022

    ଭୁବନେଶ୍ଵର : ବଢିବ ମହାନଦୀ ଟ୍ରିବ୍ୟୁନାଲ କାର୍ୟ୍ୟକାଳ । ଆହୁରି ୯ ମାସ ବୃଦ୍ଧି କରିବାକୁ ଚିଠି ଲେଖିଲେ ରାଜ୍ୟ ସରକାର। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ସୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜଳ ବିବାଦ ସମସ୍ୟାର ସମାଧାନ ସମୟ ସାପେକ୍ଷ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ।

    ମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ର ବ୍ୟବସ୍ଥାରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ। ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ସମସ୍ୟା ସମାଧାନ ସମୟ ସାପେକ୍ଷ। କଥାବାର୍ତ୍ତା ମଧ୍ୟମରେ ସମସ୍ୟାର ସମାଧାନ କରିବୁ। ବିଧାନସଭାରେ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ଯେଉଁ ଭୁଲ ତଥ୍ୟ ଦେଇଥିଲେ, ତାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ଛତିଶଗଡ଼।

    Maximum 500 characters

    ତାଜା ଖବର View all

    Find Us on Facebook