Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମାଧୁରୀ ଦିକ୍ଷୀତଙ୍କ ମାତୃ ବିୟୋଗ

    Share on :
    ajab-Image
    Date: Mar 13, 2023    Views: 4865

    ମୁମ୍ବାଇ : ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା ସ୍ନେହଲତା ଦୀକ୍ଷିତଙ୍କର ୯୦ ବର୍ଷ ବୟସରେ ଆସନ୍ତାକାଲି ସକାଳେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ବର୍ଗରେ ଲୋକେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

    ମାଧୁରୀଙ୍କ ସମେତ ତାଙ୍କ ଚାରି ପୁଅ ,ଝିଅ, ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ଓର୍ଲିର ବୈକୁଣ୍ଠ ଧାମ ଶ୍ମଶାନରେ ଅପରାହ୍ନ ୩ ଘଟିକାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ମାଧୁରୀ ସୋସିଆଲ ମିଡ଼ିଆରେ ଫଟୋ ସହ ଏହି ଖବର ସେୟାର କରିଛନ୍ତି ।   

    Maximum 500 characters

    ଦେଶ ବିଦେଶ View all

    Find Us on Facebook