Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୮ଟି ମନ୍ଦିରରୁ ଚୋରି

    Share on :
    ajab-Image
    Date: Feb 14, 2026    Views: 3820

    ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳରୁ ୮ଟି ମନ୍ଦିରରେ ସିରିଜ୍  ଚୋରି  ହୋଇଛି। ପାଞ୍ଚଟି ପୃଥକ ପୃଥକ ସ୍ଥାନରୁ ଲୁଟି ନେଇଛନ୍ତି ଚୋର। ସମାନ୍ତରାପୁର, ବିଦ୍ୟାଧଣପୁର, ଗାନ୍ଧୀନଗର, ଉତ୍ତରାୟଣୀ, କାଳିଜାୟୀ ମନ୍ଦିରରୁ  ଚୋରି ହୋଇଥିବା ନେଇ ସୂଚନା ମିଳିଛି।ଲୁଟେରା ତାଲା ଭାଙ୍ଗି ସୁନା ଓ ଅଳଙ୍କାର ଲୁଟିନେଇଛନ୍ତି। ଚୋରି ରେ ଏକ ରାକେଟ ସାମିଲ ରହିଥିବା ନେଇ ସନ୍ଦେୟ କରାଯାଉଛି। ଘଟଣାସ୍ଥଳରେ ବାଲୁଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook