Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଅଧିକାଂଶ ପୁରୁଷ ନିଜ ପ୍ରେମିକାକୁ କୁହନ୍ତି ଏହି ମିଛ

    Share on :
    ajab-Image
    Date: Mar 26, 2026    Views: 3182

    ସମ୍ପର୍କରେ ଅନେକ ପୁରୁଷ ମିଛ କହିଥାନ୍ତି , ତେବେ ଏହି ମିଛ କହିବାର ଅନେକ ଗୁଡ଼ଏ କାରଣ ମଧ୍ୟ ରହିଛି। କେତେବେଳେ ପ୍ରେମିକ ତାଙ୍କ ପ୍ରେମିକାକୁ ଖୁସିରେ ଦେଖିବାକୁ ଚାହାନ୍ତିି ତ କେତେ ବେଳେ ନିଜେ କହୁଥିବା କଥାକୁ ସତ ପ୍ରମାଣିତ କରିବା ପାଇଁ ।

    ତେବେ ଏପରି କିଛି ମିଛ ଜାଣନ୍ତୁ ଯାହା ଅନେକାଂଶ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ କହିଥାନ୍ତି।

    ଅନେକ ସମୟରେ ଏକ ସମ୍ପର୍କରେ ଥାଇ ମଧ୍ୟ ଯେତେବେଳେ ପୁରୁଷଟିଏ ଅନ୍ୟ କେଉଁ ଝିଅ ସହ ଗପିବା ଆରମ୍ଭ କରନ୍ତି, ସେତେବେଳେ ସେ ନିଜକୁ ସିଙ୍ଗଲ ହିଁ କହିଥାନ୍ତି।

    ଅନେକ ସମୟରେ ପ୍ରେମିକାଙ୍କ ସହ ଥିଲା ବେଳେ ଯଦି ରାସ୍ତାରେ ସୁନ୍ଦରୀ ଝିଅଟିଏ ଯାନ୍ତି ପୁରୁଷ ଜଣକ ତାଙ୍କୁ ଚାହିଁଥାନ୍ତି। ମାତ୍ର ପ୍ରେମିକାକୁ ଖୁସି କରିବାକୁ ସେ ତାଙ୍କୁ ଦେଖି ନ ଥିବା କହିଥାନ୍ତି।

    ଅନେକ ପୁରୁଷ ନିଶା ଖାଉଥିଲେ ମଧ୍ୟ କୌଣସି ନିଶାଦ୍ରବ୍ୟ ନେଉ ନ ଥିବା ଭଳି ମିଛ ମଧ୍ୟ କହିବାକୁ ପଛାନ୍ତି ନାହିଁ।

    ଅନେକ ସମୟରେ ପ୍ରେମିକାଙ୍କୁ ଏହା ମଧ୍ୟ କହିଥାନ୍ତି ମୁଁ ତୁମକୁ ଏକା ଛାଡ଼ି ରହି ପାରିବି ନାହିଁ।

    ତୁମେ ମୋ ଜୀବନର ପ୍ରଥମ ନାରୀ ।

    ପାଖରେ ଟଙ୍କାଟିଏ ନ ଥିଲା ବେଳେ ପ୍ରେମିକାକୁ ଖୁସି କରିବା ପାଇଁ ତାଙ୍କ ପାଖେ ଅନେକ ଟଙ୍କା ଥିବା କେତେକ ପୁରୁଷ କହିଥାନ୍ତି।

    Maximum 500 characters

    ବିଶେଷ View all

    Find Us on Facebook