Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାସ୍ତାକଡ଼ରୁ ମିଳିଲା କଟା ପାଦ

    Share on :
    ajab-Image
    Date: Feb 19, 2026    Views: 3158

    ଛତ୍ରପୁର:ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ଲକ୍ଷ୍ମୀପୁର ଗ୍ରାମ ରାସ୍ତାକଡ଼ରେ ଏକ କଟା ପାଦ ପଡ଼ିଥିବା ଦେଖିବାକୁ ମିଳିଛି ।  ଘଟଣାର ଖବର ପାଇ ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡେଇ, ଚମାଖଣ୍ଡି ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । 
    କଟା ପାଦଟି କାହାର ଓ କିଭଳି ଏହି ସ୍ଥାନକୁ ଆସିଲା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି ।  ତଦନ୍ତ ପରେ ଲକ୍ଷ୍ମୀପୁର ରେଳ ଧାରଣାରେ ଏକ ଅଜଣା ଲୋକଙ୍କ ମୃତଦେହ ପଡ଼ିଥିବା ଜଣା ପଡିଥିଲା ।   ବିଲୁଆ ମୃତଦେହ ନିକଟରୁ ପାଦଟି ଟାଣି ରାସ୍ତା ଉପରକୁ ଆଣିଦେଇଥିବା କୁହାଯାଉଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook