Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଲାୟମଙ୍କୁ କ’ଣ କହିଲେ ଲାଲୁ, ଜାଣନ୍ତୁ

    Share on :
    ajab-Image
    Date: Aug 3, 2021    Views: 6962

    ନୂଆଦିଲ୍ଲୀ: ଆରଜେଡି ସୁପି୍ରମୋ ଲାଲୁ ପ୍ରସାଦ ଯାଦବ ଏବଂ ସପା ନେତା ମୁଲାୟମ ସିଂହ ଯାଦବଙ୍କ ମଧ୍ୟରେ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା ହୋଇଛି । ସପା ସଭାପତି ତଥା ମୁଲାୟମସିଂହ ଯାଦବଙ୍କ ପୁଅ ଅଖିଳେଶ ଯାଦବ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ବୈଠକ ପରେ ଲାଲୁ ଏକ ଟ୍ୱିଟ କରି କହିଛନ୍ତି, ‘ଦେଶର ଜଣେ ବରିଷ୍ଠ ସମାଜବାଦୀ ବନ୍ଧୁ ମୁଲାୟମ ସିଂହ ଯାଦବଙ୍କୁ ଭେଟିଲି ଏବଂ ତାଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝିଲି । ଲାଲୁ କହିଛନ୍ତି ଉଭୟ ସେ ଏବଂ ମୁଲାୟମ ସିଂହ ଯାଦବ କୃଷକ, ଅସମାନତା, ଗରିବ ଏବଂ ବେରୋଜଗାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି  । ଲାଲୁ ଏହି ବୈଠକର ଏକ ଫଟୋ ଟ୍ୱିଟ କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook