Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମା କୋଳରୁ ଶିଶୁପୁତ୍ରକୁ ଅପହରଣ

    Share on :
    ajab-Image
    Date: Apr 8, 2026    Views: 2742

    ନିରାକାରପୁର: ନିରାକାରପୁର ଷ୍ଟେସନରୁ ୪ମାସର ଶିଶୁପୁତ୍ର ଚୋରି। ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନ ରୁ ୪ ମାସର ଶିଶୁପୁତ୍ର ଚୋରି ହୋଇଥିବା ନିରାକପୁର ରେଳବାଇ ଥାନାରେ ଅଭିଯୋଗ ହୋଇଛି । ସ୍ୱାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା କୋଳରୁ ଶିଶୁପୁତ୍ର ଟିକୁ କେହି ଦୁର୍ବୁତ୍ତ ଚୋରି କରି ଫେରାର ହୋଇଯାଇଛି। ଏ ନେଇ ନିରାକାରପୁର ରେଳବାଇ ପୁଲିସ୍‌ ନିକଟରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୁଲିସ୍‌ ତଦନ୍ତ ଜାରି ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook