Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେଦାରନାଥରେ ବନ୍ଦ ହେଲା ଭିଆଇପି ଏଣ୍ଟ୍ରି

    Share on :
    ajab-Image
    Date: May 14, 2022    Views: 3067

    ଡେରାଡୁନ୍: ଉତ୍ତରାଖଣ୍ଡ କେଦାରନାଥ ଧାମରେ ଭିଆଇପି ଏଣ୍ଟ୍ରି ଉପରେ ରୋକ ଲଗାଯାଇଛି । ଅନ୍ୟ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ଭିଆଇପି ଶ୍ରଦ୍ଧାଳୁ ମଧ୍ୟ ଧାଡିରେ ରହି ଦର୍ଶନ କରିବେ । ରାଜ୍ୟ ପୁଲିସ୍ ମହାନିଦେ୍ର୍ଧଶକ (ଡିଜିପି) ଅଶୋକ କୁମାର ଏହି ସୂଚନା ଦେଇଛନ୍ତି । କେଦାରନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଗତ ୬ ଦିନ ତଳେ କେଦାରନାଥ କବାଟ ଖୋଲିଥିଲା ।

    ମାତ୍ର ୬ ଦିନ ମଧ୍ୟରେ ଏଠାକୁ ୧ଳକ୍ଷ ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଲେଣି । ଭିଡ ନିୟନ୍ତ୍ରଣ ପାଇଁ ଆଇଟିବିପି ଏବଂ ଏନଡିଆରଏଫ ଟମକୁ କେଦାରନାଥ ମନ୍ଦିରରେ ନିୟୋଜିତ କରାଯାଇଛି । କରୋନା ଯୋଗୁ ଗତ ୨ ବର୍ଷ ହେବ କଟକଣା ହେତୁ ଶ୍ରଦ୍ଧାଳୁମାନେ ଦର୍ଶନରୁ ବଂଚିତ ହୋଇଥିଲେ ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook