ମୁଖ୍ୟ ଖବର
ନୂଆଦିଲ୍ଲୀ: ପି. ଚିଦାମ୍ବରଙ୍କ ପୁଅ କାର୍ତ୍ତି ଚିଦାମ୍ବରମକୁ ବିଦେଶ ଗସ୍ତ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ କାର୍ତ୍ତିଙ୍କୁ ବିଦେଶଗସ୍ତ ପାଇଁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ୧୦କୋଟି ଟଙ୍କା ଜମା ଦେଇ ବିଦେଶ ଯିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କାର୍ତ୍ତି ଟେନିସ ମ୍ୟାଚ ଦେଖିବାକୁ ବିଦେଶ ଗସ୍ତ ଅନୁମତି ମାଗିଥିଲେ । ଟେନିସ ମ୍ୟାଚ ଦେଖିବାକୁ ଫ୍ରାନ୍ସ ଓ ଲଣ୍ଡନ ଗସ୍ତ ପାଇଁ କାର୍ତ୍ତି ଅନୁମତି ମାଗିଥିଲେ ।
Comments ସମସ୍ତ ମତାମତ