Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଶାବାଦୀ: କେଭି ସିଂହଦେଓ

    Share on :
    ajab-Image
    Date: Jan 11, 2025    Views: 3687

    ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଓଡ଼ିଶା ସରକାର ଆଶାବାଦୀ ରହିଛନ୍ତି । ଶନିବାର ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । 
    ସେ କହିଛନ୍ତି ପୂର୍ବ ବିଜେଡି ସରକାର ନିବେଶ ଆଣିବାକୁ ଅନ୍ୟ ରାଜ୍ୟ ଓ ବିଦେଶ ଯାଉଥିଲେ । କିନ୍ତୁ ବିଜେପି ସରକାରରେ ନିବେଶକମାନେ ଓଡ଼ିଶା ଆସୁଛନ୍ତି ।  ଅନ୍ୟପକ୍ଷରେ ପୂର୍ବ ସରକାର ବେଳେ ଏମଓୟୁ ଭିତରୁ କେତେ ଗ୍ରାଉଣ୍ଡେଡ ହୋଇଛି ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି । ଏବେ ପ୍ରବାସୀମାନେ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଉକ୍ରର୍ଷ ଓଡ଼ିଶା କନକ୍ଲେଭରେ ପୁଞ୍ଜିନିବେଶ ପାଇଁ ଏମଓୟୁ ସ୍ୱାକ୍ଷର ହେବ ବୋଲି କେଭି ସିଂହଦେଓ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook