Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜୁଏଲ ଓରାମ ନିର୍ବାଚନ ଅଧିକାରୀ

    Share on :
    ajab-Image
    Date: Jan 11, 2026    Views: 2717

    ନୂଆଦିଲ୍ଲୀ/ଭୁବନେଶ୍ବର: ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କୁ ନିର୍ବାଚନ ଅଧିକାରୀଭାବେ ନିଯୁକ୍ତ କରାଯାଇଛି। ଝାଡ଼ଖଣ୍ଡ ବିଜେପି ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟାର ଦାୟିତ୍ବ ତାଙ୍କୁ ଦିଆଯାଇଛି। ବିଜେପି ଜାତୀୟ ରିଟର୍ଣ୍ଣିଂ ଅଫିସର ଡ. କେ. ଲକ୍ଷ୍ମଣଙ୍କ ପକ୍ଷରୁ ଏହି ସୂଚନା ଜାରି ହୋଇଛି।

    Maximum 500 characters

    ରାଜନୀତି View all

    Find Us on Facebook