Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଗିରଫ ହେଲେ ‘ଜେଲର୍‌’ ସିନେମାରେ ଖଳନାୟକ

    Share on :
    ajab-Image
    Date: Oct 25, 2023    Views: 3108

    ଭୁବନେଶ୍ୱର : ଥାନାରେ ଗଣ୍ଡଗୋଳ କରିବା ଅଭିଯୋଗରେ ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜେଲର୍‌’ରେ ଖଳନାୟକ ଭୂମିକାରେ ଅଭିନୟକ କରିଥିବା ଅଭିନେତା ବିନାୟକନ୍‌ଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ଉତ୍ତର ଏର୍ଣ୍ଣାକୁଲମ୍‌ ପୁଲିସ କହିଛି।ସୂତ୍ରରୁ ପ୍ରକାଶ, ତାଙ୍କୁ ଏର୍ଣ୍ଣାକୁଲମ୍‌ ଜେନେରାଲ୍‌ ହସ୍ପିଟାଲ୍‌କୁ ନିଆଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଡାକ୍ତରୀ ପରୀକ୍ଷା କରାଯାଇଛି।ନିଶାସକ୍ତ ଅବସ୍ଥାରେ ସର୍ବସାଧାରଣ ସ୍ଥାନରେ ଉତ୍ସୃଙ୍ଖଳ ଆଚରଣ କରିବା ଓ ଥାନା କାର୍ଯ୍ୟକଳାପରେ ବାଧା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

    Maximum 500 characters

    ସିନେମା View all

    Find Us on Facebook