Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ନିର୍ମାଣ ହେବ ‘ଜବ ଉଇ ‌ମେଟ’-୨

    Share on :
    ajab-Image
    Date: Sep 17, 2023    Views: 2829

     ଭୁବନେଶ୍ୱର : ୨୦୦୭ରେ ରିଲିଜ ହୋଇଥିବା ରୋମାଣ୍ଟିକ-କମେଡି ବ୍ଲକବଷ୍ଟର  ସିନେମା ଅଭିନେତ୍ରୀ କରିନା କପୁର ଖାନ ଓ ସାହିଦ କପୁରଙ୍କ ଅଭିନୀତ ‘ଜବ ଉଇ ‌ମେଟ’ ବଲିଉଡର ଚର୍ଚ୍ଚିତ ସିନେମା ମଧ୍ୟରୁ ଅନ୍ୟତମ।  ଏହି ସିନେମାର ସିକ୍ବଲ କେବେ ଆସିବ ଦର୍ଶକ ତାହାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ଏହି କ୍ରମରେ ଖୁବଶୀଘ୍ର ପରଦାକୁ ‘ଜବ ଉଇ ‌ମେଟ’-୨ ଫେରୁଛି ବୋଲି ଖବର ମିଳିଛି। 

    ପ୍ରକାଶିତ ଏକ ରିପୋର୍ଟ ମୁତାବକ, ‘ଜବ ଉଇ ‌ମେଟ-୨’କୁ ରାଜ ମେହଟ୍ଟା ଦ୍ବାରା ଗାନ୍ଧାର ଫିଲ୍ମସ ବ୍ୟାନରରେ ପ୍ରଡ୍ୟୁସ କରାଯିବ। ତେବେ ସିନେମା ନିର୍ମାତା ‘ଜବ ଉଇ ‌ମେଟ-୨’ ନିର୍ମାଣକୁ ନେଇ କୌଣସି ଅଧିକାରିକ ଭାବେ ସୂଚନା ‌ଦେଇ ନାହାନ୍ତି।

    Maximum 500 characters

    ସିନେମା View all

    Find Us on Facebook