Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଳାକାରଙ୍କ କଳିରେ ରାଜନେତା ମୁଣ୍ଡ ପୁରାଇବା ଅନୁଚିତ: କଳିକେଶ

    Share on :
    ajab-Image
    Date: Nov 8, 2023    Views: 3715

    ଭୁବନେଶ୍ୱର:  କଳାକାରଙ୍କ କଳି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ତେର୍ଛା ବାଣ । କହିଲେ, କଳାକାରଙ୍କ କଳି କଳାକାରଙ୍କ ଭିତରେ ସମାଧାନ କରାଯାଉ । ରାଜନେତା ଏଥିରେ ମୁଣ୍ଡ ପୁରାଇବା ଅନୁଚିତ । ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଘଟଣାକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ ।

    ଏବେ ଘଟଣାକୁ ନେଇ ବିଧାୟକ ପଶ୍ଚିମ ଓଡ଼ିଶାକୁ ଅବହେଳା କଥା କହୁଛନ୍ତି, ୧୦ ବର୍ଷ ଭିତରେ କେତେଥର ବିଧାନସଭାରେ ପଶ୍ଚିମ ଓଡ଼ିଶା ପ୍ରସଙ୍ଗ ଉଠାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଶସ୍ତା ରାଜନୀତିକୁ ସେ ନିନ୍ଦା କରୁଥିବା କହୁଛନ୍ତି କଳିକେଶ ନାରାୟଣ ସିଂଦେଓ ।

    Maximum 500 characters

    ରାଜନୀତି View all

    Find Us on Facebook