Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨ ବରିଷ୍ଠ ଆଇପିଏସଙ୍କୁ ନୂତନ ଦାୟିତ୍ବ

    Share on :
    ajab-Image
    Date: May 29, 2026    Views: 3043

    ଭୁବନେଶ୍ବର : ରାଜ୍ୟ ସରକାର ୨ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରିଛନ୍ତି। କନଓ୍ବର ବିଶାଲ ସିଂହ ହେଲେ ଏସଟିଏଫ ଡିଆଇଜି ।ସେହିପରି ଅଖିଳେଶ୍ବର ସିଂହଙ୍କୁ ଡିଆଇଜି SWR କୋରାପୁଟ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

    ଡିଆଇଜି SWR କୋରାପୁଟ କନଓ୍ବର ବିଶାଲ ସିଂହଙ୍କୁ ଡିଆଇଜି ଏସଟିଏଫ ଭାବେ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ୨୦୧୦ ମସିହାର ଆଇପିଏସ ଅଫିସର ହେଉଛନ୍ତି କନଓ୍ବର । ସେହିପରି ଏସଆଇଡବ୍ଲ୍ୟୁ ଡିଆଇଜି ଭାବେ ଦାୟିତ୍ବ ତୁଲାଉଥିବା ୨୦୦୯ ବ୍ୟାଚର ଆଇପିଏସ ଅପିସର ଅଖିଳେଶ୍ବର ସିଂହ ଡିଆଇଜି SWR କୋରାପୁଟ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook