ମୁଖ୍ୟ ଖବର
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର! ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଇପିଏଲ୍ ୨୦୨୬ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ପୂର୍ବରୁ କେବଳ ପ୍ରଥମ ୨୦ଟି ମ୍ୟାଚ୍ର ତାଲିକା ଆସିଥିବା ବେଳେ, ଏବେ ପୂରା ଟୁର୍ଣ୍ଣାମେଣ୍ଟର ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତା ମେ’ ୨୪ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ଖେଳାଯିବ। ତେବେ ପ୍ଲେ-ଅଫ୍ କେବେଠୁ ଆରମ୍ଭ ହେବ, ସେ ନେଇ ବିସିସିଆଇ ଏଯାଏଁ କୌଣସି ଆଧିକାରିକ ଘୋଷଣା କରିନାହିଁ।
ଚଳିତ ସିଜନରେ ମୋଟ ୧୨ଟି ଭେନ୍ୟୁରେ ମ୍ୟାଚ୍ ଆୟୋଜିତ ହେବ। ଏଥିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ନିଜର ଦୁଇଟି ହୋମ୍ ମ୍ୟାଚ୍ ରାୟପୁରରେ ଖେଳିବାକୁ ଯାଉଛି। ସେହିପରି ପଞ୍ଜାବ କିଙ୍ଗସ ଧର୍ମଶାଳା ଓ ନୂଆ ଚଣ୍ଡିଗଡ଼ରେ ନିଜର ହୋମ୍ ମ୍ୟାଚ୍ ଖେଳିବ। ରାଜସ୍ଥାନ ରୟାଲ୍ସ ମଧ୍ୟ ଜୟପୁରରେ ୪ଟି ମ୍ୟାଚ୍ ଖେଳିବ।
ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ପର୍ଯ୍ୟାୟରେ ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଏବଂ ନୂଆ ଚଣ୍ଡିଗଡ଼ରେ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବ।
ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୮ଟି ‘ଡବଲ୍ ହେଡର୍’ (ଦିନକୁ ଦୁଇଟି ମ୍ୟାଚ୍) ଖେଳାଯିବ। ଅପରାହ୍ନ ମ୍ୟାଚ୍ ଗୁଡ଼ିକ ୩:୩୦ରେ ଆରମ୍ଭ ହେବାକୁ ଥିବା ବେଳେ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭:୩୦ରେ ଆରମ୍ଭ ହେବ।
ଆଇପିଏଲ୍ ୨୦୨୬ ସମ୍ପୂର୍ଣ୍ଣ ସେଡ୍ୟୁଲ୍:
ମାର୍ଚ୍ଚ ୨୮: RCB vs SRH, ବେଙ୍ଗାଲୁରୁ, ୭:୩୦ PM
ମାର୍ଚ୍ଚ ୨୯: MI vs KKR, ମୁମ୍ବାଇ, ୭:୩୦ PM
ମାର୍ଚ୍ଚ ୩୦: RR vs CSK, ଗୁଆହାଟୀ, ୭:୩୦ PM
ମାର୍ଚ୍ଚ ୩୧: PBKS vs GT, ନୂଆ ଚଣ୍ଡିଗଡ଼, ୭:୩୦ PM
ଏପ୍ରିଲ ୧: LSG vs DC, ଲକ୍ଷ୍ନୌ, ୭:୩୦ PM
ଏପ୍ରିଲ ୨: KKR vs SRH, କୋଲକାତା, ୭:୩୦ PM
ଏପ୍ରିଲ ୩: CSK vs PBKS, ଚେନ୍ନାଇ, ୭:୩୦ PM
ଏପ୍ରିଲ ୪: DC vs MI, ଦିଲ୍ଲୀ, ୩:୩୦ PM
ଏପ୍ରିଲ ୪: GT vs RR, ଅହମ୍ମଦାବାଦ, ୭:୩୦ PM
ଏପ୍ରିଲ ୫: SRH LSG, ହାଇଦ୍ରାବାଦ, ୩:୩୦ PM
ଏପ୍ରିଲ ୫: RCB vs CSK, ବେଙ୍ଗାଲୁରୁ, ୭:୩୦ PM
ଏପ୍ରିଲ ୬: KKR vs PBKS, କୋଲକାତା, ୭:୩୦ PM
ଏପ୍ରିଲ ୭: RR vs MI, ଗୁଆହାଟୀ, ୭:୩୦ PM
ଏପ୍ରିଲ ୮: DC vs GT, ଦିଲ୍ଲୀ, ୭:୩୦ PM
ଏପ୍ରିଲ ୯: KKR vs LSG, କୋଲକାତା, ୭:୩୦ PM
ଏପ୍ରିଲ ୧୦: RR vs RCB, ଗୁଆହାଟୀ, ୭:୩୦ PM
ଏପ୍ରିଲ ୧୧: PBKS vs SRH, ନୂଆ ଚଣ୍ଡିଗଡ଼, ୩:୩୦ PM
ଏପ୍ରିଲ ୧୧: CSK vs DC, ଚେନ୍ନାଇ, ୭:୩୦ PM
ଏପ୍ରିଲ ୧୨: LSG vs GT, ଲକ୍ଷ୍ନୌ, ୩:୩୦ PM
ଏପ୍ରିଲ ୧୨: MI vs RCB, ମୁମ୍ବାଇ, ୭:୩୦ PM
ଏପ୍ରିଲ ୧୩: SRH vs RR, ହାଇଦ୍ରାବାଦ, ୭:୩୦ PM
ଏପ୍ରିଲ ୧୪: CSK vs KKR, ଚେନ୍ନାଇ, ୭:୩୦ PM
ଏପ୍ରିଲ ୧୫: RCB vs LSG, ବେଙ୍ଗାଲୁରୁ, ୭:୩୦ PM
ଏପ୍ରିଲ ୧୬: MI vs PBKS, ମୁମ୍ବାଇ, ୭:୩୦ PM
ଏପ୍ରିଲ ୧୭: GT vs KKR, ଅହମ୍ମଦାବାଦ, ୭:୩୦ PM
ଏପ୍ରିଲ ୧୮: RCB vs DC, ବେଙ୍ଗାଲୁରୁ, ୩:୩୦ PM
ଏପ୍ରିଲ ୧୮: SRH vs CSK, ହାଇଦ୍ରାବାଦ, ୭:୩୦ PM
ଏପ୍ରିଲ ୧୯: KKR vs RR, କୋଲକାତା, ୩:୩୦ PM
ଏପ୍ରିଲ ୧୯: PBKS vs LSG, ନୂଆ ଚଣ୍ଡିଗଡ଼, ୭:୩୦ PM
ଏପ୍ରିଲ ୨୦: GT vs MI, ଅହମ୍ମଦାବାଦ, ୭:୩୦ PM
ଏପ୍ରିଲ ୨୧: SRH vs DC, ହାଇଦ୍ରାବାଦ, ୭:୩୦ PM
ଏପ୍ରିଲ ୨୨: LSG vs RR, ଲକ୍ଷ୍ନୌ, ୭:୩୦ PM
ଏପ୍ରିଲ ୨୩: MI vs CSK, ମୁମ୍ବାଇ, ୭:୩୦ PM
ଏପ୍ରିଲ ୨୪: RCB vs GT, ବେଙ୍ଗାଲୁରୁ, ୭:୩୦ PM
ଏପ୍ରିଲ ୨୫: DC vs PBKS, ଦିଲ୍ଲୀ, ୩:୩୦ PM
ଏପ୍ରିଲ ୨୫: RR vs SRH, ଜୟପୁର, ୭:୩୦ PM
ଏପ୍ରିଲ ୨୬: GT vs CSK, ଅହମ୍ମଦାବାଦ, ୩:୩୦ PM
ଏପ୍ରିଲ ୨୭: LSG vs KKR, ଲକ୍ଷ୍ନୌ, ୭:୩୦ PM
ଏପ୍ରିଲ ୨୭: DC vs RCB, ଦିଲ୍ଲୀ, ୭:୩୦ PM
ଏପ୍ରିଲ ୨୮: PBKS vs RR, ନୂଆ ଚଣ୍ଡିଗଡ଼, ୭:୩୦ PM
ଏପ୍ରିଲ ୩୦: GT vs RCB, ଅହମ୍ମଦାବାଦ, ୭:୩୦ PM
ଏପ୍ରିଲ ୨୯: MI vs SRH, ମୁମ୍ବାଇ, ୭:୩୦ PM
ମେ ୧: RR vs DC, ଜୟପୁର, ୭:୩୦ PM
ମେ ୨: CSK vs MI, ଚେନ୍ନାଇ, ୭:୩୦ PM
ମେ ୩: SRH vs KKR, ହାଇଦ୍ରାବାଦ, ୩:୩୦ PM
ମେ ୩: GT vs PBKS, ଅହମ୍ମଦାବାଦ, ୭:୩୦ PM
ମେ ୪: MI vs LSG, ମୁମ୍ବାଇ, ୭:୩୦ PM
ମେ ୫: DC vs CSK, ଦିଲ୍ଲୀ, ୭:୩୦ PM
ମେ ୬: SRH vs PBKS, ହାଇଦ୍ରାବାଦ, ୭:୩୦ PM
ମେ ୭: LSG vs RCB, ଲକ୍ଷ୍ନୌ, ୭:୩୦ PM
ମେ ୮: DC vs KKR, ଦିଲ୍ଲୀ, ୭:୩୦ PM
ମେ ୯: RR vs GT, ଜୟପୁର, ୭:୩୦ PM
ମେ ୧୦: CSK vs LSG, ଚେନ୍ନାଇ, ୩:୩୦ PM
ମେ ୧୦: RCB vs MI, ରାୟପୁର, ୭:୩୦ PM
ମେ ୧୧: PBKS vs DC, ଧର୍ମଶାଳା, ୭:୩୦ PM
ମେ ୧୨: GT vs SRH, ଅହମ୍ମଦାବାଦ, ୭:୩୦ PM
ମେ ୧୩: RCB vs KKR, ରାୟପୁର, ୭:୩୦ PM
ମେ ୧୪: PBKS vs MI, ଧର୍ମଶାଳା, ୭:୩୦ PM
ମେ ୧୫: LSG vs CSK, ଲକ୍ଷ୍ନୌ, ୭:୩୦ PM
ମେ ୧୬: KKR vs GT, କୋଲକାତା, ୭:୩୦ PM
ମେ ୧୭: PBKS vs RCB, ଧର୍ମଶାଳା, ୩:୩୦ PM
ମେ ୧୭: DC vs RR, ଦିଲ୍ଲୀ, ୭:୩୦ PM
ମେ ୧୮: CSK vs SRH, ଚେନ୍ନାଇ, ୭:୩୦ PM
ମେ ୧୯: RR vs LSG, ଜୟପୁର, ୭:୩୦ PM
ମେ ୨୦: KKR vs MI, କୋଲକାତା, ୭:୩୦ PM
ମେ ୨୧: CSK vs GT, ଚେନ୍ନାଇ, ୭:୩୦ PM
ମେ ୨୨: SRH vs RCB, ହାଇଦ୍ରାବାଦ, ୭:୩୦ PM
ମେ ୨୩: LSG vs PBKS, ଲକ୍ଷ୍ନୌ, ୭:୩୦ PM
ମେ ୨୪: MI vs RR, ମୁମ୍ବାଇ, ୩:୩୦ PM
ମେ ୨୪: KKR vs DC, କୋଲକାତା, ୭:୩୦ PM
Comments ସମସ୍ତ ମତାମତ