ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣର ପ୍ରଥମ ୨୧ଟି ମ୍ୟାଚ୍ ପାଇଁ ସୂଚୀ ଜାରି କରାଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍। ମାର୍ଚ୍ଚ ୨୨ରେ ଏମ ଚଦାମ୍ବରମ ଷ୍ଟାଡିୟମରେ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ।
ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେବଳ ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି ମ୍ୟାଚ୍ ଗୁଡ଼ିକର ସ୍ଥାନ ଓ ତାରିଖ ଜାରି କରାଯିବ ବୋଲି ଆଇପିଏଲର ଅଧ୍ୟକ୍ଷ ଅରୁଣ ଧୂମାଲ କହିଛନ୍ତି।
ମାର୍ଚ୍ଚ ୨୨: ଚେନ୍ନାଇ ବନାମ ଆରସିବି - ଚେନ୍ନାଇ(୭.୩୦)
ମାର୍ଚ୍ଚ ୨୩ : ପଞ୍ଜାବ ବନାମ ଦିଲ୍ଲୀ - ମୋହାଲି (୩.୩୦) / କେକେଆର ବନାମ ହାଇଦ୍ରାବାଦ - କୋଲକାତା (୭.୩୦)
ମାର୍ଚ୍ଚ ୨୪ : ରାଜସ୍ଥାନ ବନାମ ଲକ୍ଷ୍ନୌ - ଜୟପୁର (୩.୩୦) / ଗୁଜରାଟ ବନାମ ମୁମ୍ବାଇ ଇଣ୍ଡିଆନ୍ସ - ଅହମଦାବାଦ (୭.୩୦)
ମାର୍ଚ୍ଚ ୨୫ : ଆରସିବି ବନାମ ପଞ୍ଜାବ - ବେଙ୍ଗାଲୁରୁ (୭.୩୦)
ମାର୍ଚ୍ଚ ୨୬ : ଚେନ୍ନାଇ ବନାମ ଗୁଜରାଟ - ଚେନ୍ନାଇ (୭.୩୦)
ମାର୍ଚ୍ଚ ୨୭ : ହାଇଦ୍ରାବାଦ ବନାମ ମୁମ୍ବାଇ - ହାଇଦ୍ରାବାଦ (୭.୩୦)
ମାର୍ଚ୍ଚ ୨୮ : ରାଜସ୍ଥାନ ବନାମ ଦିଲ୍ଲୀ - ଜୟପୁର (୭.୩୦)
ମାର୍ଚ୍ଚ ୨୯ : ଆରସିବି ବନାମ କେକେଆର - ବେଙ୍ଗାଲୁରୁ (୭.୩୦)
ମାର୍ଚ୍ଚ ୩୦ : ଲକ୍ଷ୍ନୌ ବନାମ ପଞ୍ଜାବ - ଲକ୍ଷ୍ନୌ (୭.୩୦)
ମାର୍ଚ୍ଚ ୩୧: ଗୁଜରାଟ ବନାମ ହାଇଦ୍ରାବାଦ - ଅହମଦାବାଦ (୩.୩୦)/ ଦିଲ୍ଲୀ ବନାମ ଚେନ୍ନାଇ - ବିଶାଖାପଟନମ (୭.୩୦)
ଏପ୍ରିଲ ୧ : ମୁମ୍ବାଇ ବନାମ ରାଜସ୍ଥାନ - ମୁମ୍ବାଇ (୭.୩୦)
ଏପ୍ରିଲ ୨ : ଆରସିବି ବନାମ ଲକ୍ଷ୍ନୌ - ବେଙ୍ଗାଲୁରୁ (୭.୩୦)
ଏପ୍ରିଲ ୩: ଦିଲ୍ଲୀ ବନାମ କେକେଆର - ବିଶାଖାପଟନମ (୭.୩୦)
ଏପ୍ରିଲ ୪ : ଗୁଜରାଟ ବନାମ ପଞ୍ଜାବ - ଅହମଦାବାଦ (୭.୩୦)
ଏପ୍ରିଲ ୫ : ହାଇଦ୍ରାବାଦ ବନାମ ଚେନ୍ନାଇ - ହାଇଦ୍ରାବାଦ (୭.୩୦)
ଏପ୍ରିଲ ୬ : ରାଜସ୍ଥାନ ବନାମ ଆରସିବି - ଜୟପୁର (୭.୩୦)
ଏପ୍ରିଲ ୭ : ମୁମ୍ବାଇ ବନାମ ଦିଲ୍ଲୀ - ମୁମ୍ବାଇ (୩.୩୦)/ ଲକ୍ଷ୍ନୌ ବନାମ ଗୁଜରାଟ - ଲକ୍ଷ୍ନୌ (୭.୩୦)
Comments ସମସ୍ତ ମତାମତ