ମୁଖ୍ୟ ଖବର
ଚେନ୍ନାଇ: ଚଳିତ ମାସ ୧୮ ତାରିଖରେ ହେବ ଆଇପିଏଲ (ଇଣ୍ଡିଆନ ପି୍ରମିୟର ଲିଗର) ର ଚତୁର୍ଦ୍ଧଶ ସଂସ୍କରଣ ପାଇଁ ଖେଳାଳି ନିଲାମ । ଏଥିପାଇଁ ୧୦୯୭ ଖେଳାଳି ପୀକୃତ ହୋଇସାରିଛ"ି । ସେଥିରେ ୱେଷ୍ଟଇଣ୍ଡିଜରୁ ସର୍ବାଧିକ ୫୬ ଖେଳାଳି ସାମିଲ ରହିଛି । ଏହା ପଛକୁ ଅଷ୍ଟ୍ରେଲିଆର ୪୨ ଓ ଦକ୍ଷିଣ ଆଫି୍ରକାର ୩୮ ଖେଳାଳି ପୀକରଣ କରିଛ"ି । ଖେଳାଳିଙ୍କ ପୀକରଣ ଗୁରୁବାରଠୁ ବନ୍ଦ ହୋଇଯାଇଛି । ତେଣୁ ମୋଟ ୧୦୯୭ ମଧ୍ୟରୁ ୨୧ ଭାରତୀୟଙ୍କ ସମେତ ୨୦୭ ଆ"ର୍ଜାତିକ ଖେଳାଳି ନିଲାମକୁ ଯାଇଛ"ି । ଏହା ବ୍ୟତୀତ ସହଯୋଗୀ ରାଷ୍ଟ୍ରଗୁଡ଼ିକରୁ ୨୭ ଏବଂ ୯୬୩ ସମ୍ପୂର୍ଣ୍ଣ ନବାଗତ ଖେଳାଳି ରହିଛ"ି । ସେମାନଙ୍କ ମଧ୍ୟରେ ୭୪୩ ଭାରତୀୟ ଏବଂ ୬୮ ବିଦେଶୀ ଖେଳାଳି ଅଛ"ି ।
Comments ସମସ୍ତ ମତାମତ