Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    Share on :
    ajab-Image
    Date: Jun 21, 2022    Views: 4228

    କର୍ଣ୍ଣାଟକ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ମୁଦ୍ରାରେ ପୂରା ବିଶ୍ୱ । ଏ ବର୍ଷର ଥିମ୍‌ ରହିଛି ‘ଯୋଗ ଫର ହ୍ୟୁମାନିଟି’ । ଅର୍ଥାତ ଜୀବନ ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ମହିଶୁର ପ୍ୟାଲେସ୍‌ରେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ଯୋଗ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  

    ଏଥିସହିତ ଦେଶର ୭୫ ଐତିହ୍ୟସ୍ଥଳୀରେ ମଧ୍ୟ ଯୋଗଦିବସ ପାଳିତ ହୋଇଛି । କରୋନା ମହାମରୀ ସମୟରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗ ସହାୟକ ହୋଇଥିଲା । ୨୦୧୪ ଡିସେମ୍ବରରେ ଯୋଗ ଦିବସ ଘୋଷଣା କରିଥିଲା ଜାତିସଂଘ । ଜୁନ୍‌ ୨୧କୁ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook