ମୁଖ୍ୟ ଖବର
ନୂଆଦିଲ୍ଲୀ: ଭାରତୀୟ ନୌସେନା ସାମିଲ ହୋଇଛି ଆଣ୍ଟି-ସବମରିନ୍ ୱାରଫେୟାର ଜଳଯାନ ଆଇଏନ୍ଏସ 'ମାହେ' । ମୁମ୍ବାଇର ନାଭାଲ ଡକୟାର୍ଡରେ ଆଜି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ଆଇଏନ୍ଏସ 'ମାହେ'ର କମିଶନିଂ ହୋଇଛି । ନୌସେନାରେ ଆଇଏନ୍ଏସ 'ମାହେ'କୁ ସାମିଲ କରିବା ଭାରତୀୟ ନୌସେନାର ଶକ୍ତି ବଢାଇଛି । ୮୦ ପ୍ରତିଶତ ସ୍ୱଦେଶୀ ଆଇଏନ୍ଏସ ମାହେ ଶତ୍ରୁ ବୁଡ଼ାଜାହାଜ ପାଇଁ କାଳ ହେବ ।
Comments ସମସ୍ତ ମତାମତ