Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

    Share on :
    ajab-Image
    Date: Dec 26, 2021    Views: 4618

    ସେଞ୍ଚୁରିଆନ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ବକ୍ସିଂ ଡେ’ ଟେଷ୍ଟ । ଏହି ମ୍ୟାଚ ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଆନର ସୁପରସ୍ପୋର୍ଟସ ପାର୍କରେ ଖେଳାଯିବ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ଫିଲ୍ଡିଂ କରିବ ଦକ୍ଷିଣ ଆଫ୍ରିକା । ବାରତ ପ୍ରଥମ ଇଂନିସରେ ବଡ ସ୍କୋର କରିବାକୁ ଚେଷ୍ଟା କରିବ ।

    ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ୩ଟି ଟେଷ୍ଟ ମ୍ୟାଚ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଟିମ ଇଣ୍ଡିଆର ନୂଆ କୋଚ ଭାବେ ଏହା ରାହୁଲ ଦ୍ରାବିଡଙ୍କ ପାଇଁ ପ୍ରଥମ ମ୍ୟାଚ ହେବ । ସେହିପରି ଭାରତ ଏହି ମ୍ୟାଚ ଜିତିବାକୁ ପ୍ରଥମରୁ ବଡ ସ୍କୋର କରିବାକୁ ପ୍ରୟାସ କରିବ ।

    Maximum 500 characters

    ଖେଳ ଖବର View all

    Find Us on Facebook