Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‌, ଭାରତ ୧୦୯ରେ ଅଲ୍‌ଆଉଟ୍‌

    Share on :
    ajab-Image
    Date: Mar 1, 2023    Views: 3968

    ଇନ୍ଦୋର୍‌: ଆଜି ଇନ୍ଦୋରସ୍ଥିତ ହୋଲ୍‌କର୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌ ଗାଭାସ୍କର୍‌ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍‌କୁ ୧୦୯ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍‌ ଜାରି ରଖିଛି।
    ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍‌ ୧୮ ଓଭର୍‌ ଖେଳି ୧ ୱିକେଟ୍‌ ବିନିମୟରେ ଭାରତ ୫୬ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଟ୍ରେଭିସ୍‌ ହେଡ୍‌ଙ୍କୁ ଆଉଟ୍‌ କରି ଭାରତ ତରଫରୁ ପ୍ରଥମ ୱିକେଟ୍‌ଟି ଅକ୍ତିଆର କରିଛନ୍ତି ରବୀନ୍ଦ୍ର ଜାଦେଜା।
    ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତରଫରୁ ଓପେନର୍‌ ଯୋଡ଼ି ଭାବେ ଆସିଥିଲେ ଟ୍ରେଭିସ୍‌ ହେଡ୍‌ ଓ ଉସ୍‌ମାନ୍‌ ଖାୱାଜା।

    Maximum 500 characters

    ଖେଳ ଖବର View all

    Find Us on Facebook