Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ

    Share on :
    ajab-Image
    Date: Mar 17, 2023    Views: 5143

    ନୂଆଦିଲ୍ଲୀ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ । ୩ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଓ୍ବାଙ୍ଖଡେରେ ଦିନ ସାଢେ ଗୋଟାଏରେ ମ୍ୟାଚ୍ ଖେଳାଯିବ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ନେତୃତ୍ବ ନେବେ ହାର୍ଦ୍ଦିକ ପାଣ୍ଡ୍ୟା ।

    ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ସିରିଜ ଜିତି ଭାରତର ମନୋବଳ ଦୃଢ ରହିଛି । ଖେଳାଳିମାନେ ମଧ୍ୟ ଫର୍ମରେ ରହିଛନ୍ତି । ପ୍ରଥମ ମ୍ୟାଚକୁ ଜିତି ସିରିଜରେ ଆଗଆ ରହିବାକୁ ଉଦ୍ୟମ କରିବ ଭାରତ । ସେପଟେ ଟେଷ୍ଟ ସିରିଜ ହାରି ବ୍ୟାକଫୁଟରେ ରହିଛି ଭ୍ରମଣକାରୀ ଦଳ । ଭାରତକୁ ତାର ଘରୋଇ ମାଟିରେ ଜବାବ ଦେବାକୁ ରଣନୀତି କରିଛି ଟିମ୍ କଙ୍ଗାରୁ ।

    Maximum 500 characters

    ଖେଳ ଖବର View all

    Find Us on Facebook