Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ

    Share on :
    ajab-Image
    Date: Mar 19, 2023    Views: 4668

     ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ବିଶାଖାପାଟଣାରେ ଖେଳାଯିବାକୁୁ ଥିବା ଏହି ମ୍ୟାଚରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିବ । ବ୍ୟକ୍ତଗତ କାରଣ ଯୋଗୁଁ ପ୍ରଥମ ମ୍ୟାଚ୍ ଖେଳିପାରିନଥିବା ରୋହିତ ଦଳକୁ ଫେରିବା ପରେ ସୂର୍ୟ୍ୟକୁମାର ଯାଦବ ଏବଂ ଇସାନ କିଶାନଙ୍କୁ ମଧ୍ୟରୁ କିଏ ଖେଳିବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି ଟିମ୍ ଇଣ୍ଡିଆ ।
    ୱିକେଟ କିପର ଭାବେ କେ.ଏଲ ରାହୁଲ ଖେଳିବା ଏକପ୍ରକାର ନିଶ୍ଚିତ ଥିବା ବେଳେ ୪ ନମ୍ବର ସ୍ଥାନ ପାଇଁ ସୂର୍ୟ୍ୟକୁମାର ଏବଂ ଇସାନ କିଶାନଙ୍କ ମଧ୍ୟରୁ ଜଣେ ଖେଳିବେ । ୩ ମ୍ୟାଚ୍ ବିଶିଷ୍ଟ ସିରିଜର ଭାରତ ପ୍ରଥମ ମ୍ୟାଚ ଜିତିଥିବାରୁ ଏହି ମ୍ୟାଚ୍ ଜିତି ସିରିଜ କବଜା କରିବ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତି ସିରିଜକୁ ପ୍ରତ୍ୟାବର୍ତନ କରିବା ଲକ୍ଷ ରଖି ଖେଳିବ ।

    Maximum 500 characters

    ଖେଳ ଖବର View all

    Find Us on Facebook