Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ ବିମାନ

    Share on :
    ajab-Image
    Date: Feb 23, 2021    Views: 3984

    ନୂଆଦିଲ୍ଲୀ: ଦିନେ ଭାରତକୁ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ଦେଲା ଅନୁମତି। ଏବେ ଭାରତୀୟ ବାୟୁସୀମାରେ ଉଡିବ ପାକିସ୍ତାନ ବିମାନ। ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର।
    ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ କାଁଙ୍କ ବିମାନ ଉଡ଼ିବା ଲାଗି ଅନୁମତି ଦିଆଯାଇଛି । ଆଜି ଇମ୍ରାନ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବାରୁ ଭାରତୀୟ ବାୟୁସୀମା ଦେଇ ତାଙ୍କ ବିମାନ ଉଡ଼ିବା ଲାଗି ପାକିସ୍ତାନ ଅନୁମତି ମାଗିଥିଲା। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook