Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏବେ ଲାଳ କହିବ ମନୁଷ୍ୟର ଆୟୁଷ

    Share on :
    ajab-Image
    Date: Nov 1, 2019    Views: 123

    ବି୍ରଟେନର ଗବେଷକଗଣ ୧୯୯୧ ରୁ ଏକ ଗବେଷଣା କରି ଶେଷରେ ସଫଳ ହୋଇଥିବାର ଘୋଷଣା କରିଛନ୍ତି । ମନୁଷ୍ୟର ଲାଳକୁ ବ୍ୟବହାର କରି ଚାଲିଥିଲା ସେମାନଙ୍କ ଗବେଷଣା । ଲାଳର ପରୀକ୍ଷଣରେ ମନୁଷ୍ୟର ଆୟୁ କେତେ ଦିନ ତାହା ସଠିକ କହିଦେବ ବୋଲି ଗବେଷକଙ୍କ ଦାବି । ସେଠାକାର ମୁଖ୍ୟଙ୍କ କହିବା ଅନୁସାରେ ଏଥିପାଇଁ ୭୦୦ ଜଣ ବୟସ୍କଙ୍କୁ ସାମିଲ କରାଯାଇଥିଲା । ୯୦% ବ୍ୟକ୍ତିଙ୍କଠାରେ ପରୀକ୍ଷା ସଫଳ ହୋଇଛି ବୋଲି ପ୍ରକାଶ । ମୃତୁ୍ୟ ସନ୍ନିକଟ ହେଲେ ଶରୀରରୁ ଏକ ବିଶେଷ ଆଣ୍ଟିବଡ଼ିର ସଂଖ୍ୟା ହ୍ରାସ ପାଇଥାଏ । ଆଉ, ତାହା ଲାଳ ପରୀକ୍ଷାରୁ ସହଜରେ ଜଣାପଡ଼ିଥାଏ । ସାଧାରଣତଃ ଭୋଜନ, ଚିନ୍ତା ଓ ମଦ୍ୟପାନ ପ୍ରଭାବରେ ଏହି ଆଣ୍ଟିବଡ଼ିର ସଂଖ୍ୟା ପ୍ରଭାବିତ ହୁଏ ।

    Maximum 500 characters

    ବିଶେଷ View all

    Find Us on Facebook