Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କେମିତି ଚିହ୍ନିବେ ଅସଲି ମହୁ

    Share on :
    ajab-Image
    Date: Jul 10, 2025    Views: 2772

    ତୁଳାକୁ ଦିଆସିଲି କାଠିରେ ଗୁଡ଼ାଇ ମହୁରେ ବୁଡ଼ାଇ ଦିଅନ୍ତୁ  । ଯଦି ଏଥିରେ ନିଆଁ ଲାଗେ ତେବେ ଜାଣିବେ ତାହା ହେଉଛି ଅସଲି ମହୁ  ।
    ଗୋଟିଏ ଗ୍ଳାସରେ ପାଣି ନିଅନ୍ତୁ  । ସେଥିରେ ମହୁ ପକାଇ ଦିଅନ୍ତୁ  । ଯଦି ମହୁ ପାଣିରେ ଭାସିବ କିମ୍ବା ମିଳେଇ ଯିବ ତେବେ ଜାଣିବେ ତାହା ହେଉଛି ନକଲି ମହୁ  । ମହୁ ଯଦି ପାଣି ତଳକୁ ଖସିଯାଏ ତେବେ ତାହା ଅସଲି ।
    ଗୋଟିଏ ପାତ୍ରରେ ବଡ଼ ଚାମଚ ମହୁ ନିଅନ୍ତୁ  । ଏହା ଉପରେ ଭିନେଗାରର ଗୋଟିଏ ବୁନ୍ଦା ପକାନ୍ତୁ  । ଯଦି ଏହି ଘୋଳରୁ ଫେଣ ସୃଷ୍ଟି ହେବ ତାହେଲେ ତାହା ନକଲି ବୋଲି ଜାଣିବେ  ।
    ଗୋଟିଏ କପଡ଼ାରେ ମହୁର କିଛି ବୁନ୍ଦା ପକାଇ ଦିଅନ୍ତୁ  । ଏହା ପରେ କପଡ଼ାକୁ ପାଣିରେ ଧୋଇ ନିଅନ୍ତୁ  । ଯଦି ଦାଗ ରହିଯିବ ତେବେ ଜାଣିବେ ମହୁ ନକଲି  ।

    Maximum 500 characters

    ବିଶେଷ View all

    Find Us on Facebook