Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ୨୦୩୬ ଅଲମ୍ପିକ୍ସ ହକି!

    Share on :
    ajab-Image
    Date: Jan 10, 2025    Views: 4856

    ଭୁବନେଶ୍ୱର: ଭାରତ ୨୦୨୬ ଅଲମ୍ପିକ୍ସ ଆୟୋଜନ ନେଇ ଆଶା ବଢ଼ିଲା। କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ହୋଷ୍ଟ ସିଟି ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି। ଅହମ୍ମଦାବାଦରେ କ୍ରୀଡ଼ା ଭିତ୍ତିଭୂମି ୬ହଜାର କୋଟି ବ୍ୟୟ ଲକ୍ଷ ରଖାଯାଇଛି। ଅହମ୍ମଦାବାଦଦ ହୋଷ୍ଟ ସିଟି ହେଲେ ବି ଭୁବନେଶ୍ୱରକୁ ହକି ଇଭେଣ୍ଟ ମିଳିବ। ମୁମ୍ବାଇକୁ କ୍ରିକେଟ ଏବଂ ପୁଣେକୁ କାୟାକିଂ ମିଳିବା ସମ୍ଭାବନା। ପ୍ରଧାନମନ୍ତ୍ରୀ ଭାରତରେ ଅଲମ୍ପିକ୍ସ ଆୟୋଜନ ନେଇ ଆଶାବାଦୀ ଥିବା ଜଣାପଡ଼ିଛି। ୨୦୨୩ ମୁମ୍ବଇରେ ଆଇଓସି ବୈଠକରେ ଏ ନେଇ ପ୍ରସ୍ତାବ ରଖିଥିଲେ। ଗତବର୍ଷ ଆଇଓଏ ମଧ୍ୟ ଏନେଇ ଆଇଓସିକୁ ଲେଟର ଅଫ ଇଣ୍ଟେଣ୍ଟ ପଠାଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook