Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଳା ତାଲିକାଭୁକ୍ତ ହେଲା ସିଲିକନ୍‌ ଟେକ୍‌ ଲ୍ୟାବ୍‌

    Share on :
    ajab-Image
    Date: Dec 24, 2025    Views: 3113

     କଳା ତାଲିକାଭୁକ୍ତ ହୋଇଛି ସିଲିକନ ଟେକ୍‌ ଲ୍ୟାବ୍‌ ପ୍ରାଇଭେଟ୍‌ ଲିମିଟେଡ । ଆସନ୍ତା ୫ବର୍ଷ ପାଇଁ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଛନ୍ତି ହାଇକୋର୍ଟ । ଏଏସଓ ପରୀକ୍ଷାରେ ଅନିୟମିତତା କରିଥିବା ନେଇ ପ୍ରମାଣ ମିଳିଥିଲା । ପୁଲିସ ଏସଆଇ ସ୍କାମରେ ସାମ୍ନାକୁ ଆସିବା ପରେ ସିଲିକନ୍‌ ଟେକ୍‌ ସହ ସମସ୍ତ ଚୁକ୍ତି ବାତିଲ କରିଥିଲେ ରାଜ୍ୟ ସରକାର । ସିଲିକନ୍‌ ଟେକ୍‌ ମାଲିକ ସୁରେଶ ନାୟକ ପୂର୍ବରୁ ଗିରଫ ହୋଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook