Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସ୍ୱାସ୍ଥ୍ୟ ଜନିତ ସମସ୍ତ ସମସ୍ୟାକୁ ଦୂର କରେ ଗୁଡ଼ ମିଶା କ୍ଷୀର ।

    Share on :
    ajab-Image
    Date: Nov 24, 2021    Views: 2595


    ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ କ୍ଷୀର । କିନ୍ତୁ ଶୀତଦିନରେ କ୍ଷୀରରେ ଗୁଡ଼ ପକାଇ ସେବନ କରିବା, ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଏହି ଦିନରେ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ,

    - ଉଷୁମ କ୍ଷୀରରେ ଗୁଡ଼ ମିଶେଇ ପିଇବା ଦ୍ୱାରା, ଏହା ପେଟକୁ ସଫା ରଖିବାରେ ସାହାଯ୍ୟ କରେ । ଏହା ପେଟକୁ ସଫା ରଖିବାରେ ସାହାଯ୍ୟ କରେ । ଏହା ସହିତ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ପାଇଁ ମଧ୍ୟ ଏହା ବେଶ ଉପକାରୀ ।

    -ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ ଗୁଡ଼ ମିଶା କ୍ଷୀର । ଏହା ପିଇବା ଦ୍ୱାରା,ପାଚନ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରେ ।

    - ଉଷୁମ କ୍ଷୀରରେ ଗୁଡ଼ ମିଶାଇ ପିଇବା ଦ୍ୱାରା, ଏହା ଶରୀରରେ ଆଇରନର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ । 

    - ଶୀତଦିନରେ ପ୍ରତିଦିନ କ୍ଷୀରରେ ଗୁଡ଼ ମିଶେଇ ସେବନ କରିବା ଦ୍ୱାରା, ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ । ଏହା ସହିତ ବ୍ରଣ ସମସ୍ୟାକୁ ମଧ୍ୟ କମ କରିବାରେ ସାହାଯ୍ୟ କରେ  ।

    - ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ଗୁଡ଼ ମିଶା କ୍ଷୀର ।

    Maximum 500 characters

    ବିଶେଷ View all

    Find Us on Facebook