Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ୁଛି

    Share on :
    ajab-Image
    Date: Mar 16, 2023    Views: 5092

    ମୁମ୍ବାଇ: ଦେଶରେ ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ିଚାଲିଛି। ସ୍ବାଇନ ଫ୍ଲୁ ଏବଂ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ଆଇଡିଏସ୍‌ପି (ଇଣ୍ଟିଗ୍ରେଟେଡ ଡିଜିଜ୍‌ ସର୍ଭେଲାନ୍ସ ପ୍ରୋଗ୍ରାମ) ସର୍ଭେରୁ ଜଣାପଡ଼ିଛି ଯେ ଦେଶରେ ‌ଫେବ୍ରୁଆରି ୨୮ ସୁଦ୍ଧା ୯୫୫ ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ହୋଇଥିଲା।ତେବେ ଏଚ୍‌୩ଏନ୍‌୨ ସଂକ୍ରମଣ ଭୟ ବଢ଼ାଉଛି।

    କେନ୍ଦ୍ର ସ୍ବ‌ାସ୍ଥ୍ୟ ମନ୍ତ୍ରାଳୟ ଗତ ସପ୍ତାହରେ ଏଚ୍‌୩ଏନ୍‌୨ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ତେବେ ସରକାର ଏଚ୍୩ଏନ୍‌୨ ମୃତ୍ୟୁ ସଂକ୍ରାନ୍ତରେ ସଦ୍ୟ ତଥ୍ୟ ଦେଇନଥିଲେ ସୁଦ୍ଧା ଦେଶରେ ଏଥିଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି ବୋଲି କୁହାଯାଉଛି। ଗତକାଲି ଗୁଜରାଟରେ ଜଣଙ୍କର ଏଚ୍‌୩ଏନ୍‌୨ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook