Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ

    Share on :
    ajab-Image
    Date: Aug 16, 2026    Views: 2787

    ରାଉରକେଲା: ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l ସହର ଜଣେ ଯୁବ ବିଜେପି ନେତା ସର୍କିଟ ହାଉସରେ ଦୁଇଟି ସୁଟ ଗତ ଜୁଲାଇ ୨୧ରୁ ବୁକିଂ କରିଥିଲେ l ଗିରଫ ଦୁଇ ଯୁବକଙ୍କ ସମେତ ଯୁବ ବିଜେପି ନେତା ମଧ୍ୟ ରହୁଥିଲେ l
    ପ୍ରାୟ ୨୫ଦିନ ଧରି ଯୁବ ନେତାକୁ ସର୍କିଟ ହାଉସ କିଏ ଦୁଇଟି ସୁଟ୍ ଦେଇଥିଲା l ଏତେ ଦିନ ଧରି ଏଠାରେ କଣ ଚାଲିଥିଲା l ପୁଲିସ ତାର ତଦନ୍ତ ଚଳାଇଛି l

    Maximum 500 characters

    ରାଜ୍ୟ ଖବର View all

    Find Us on Facebook