Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

    Share on :
    ajab-Image
    Date: Dec 13, 2025    Views: 2995

    କେନ୍ଦ୍ରାପଡା : କେନ୍ଦ୍ରାପଡା କୁଦାନଗିରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ବାହାରିଥିବା ଦେଖିବାକୁ ମିଳିଛି। ଗଣିତ ସାର୍‌ ଯାଞ୍ଚ କରିବାବେଳେ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ବାହାରିଛି। ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୁଲିସ୍‌ ବନ୍ଧୁକ ଜବତ କରିଛି। ଏବଂ ଜବତ ବନ୍ଧୁକକୁ ଫରେନସିକ୍ ଟେଷ୍ଟ ପାଇଁ ପଠାଇଛି। ଛାତ୍ରକୁ ସୁଧାର ଗୃହରେ ରଖି ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

    Maximum 500 characters

    ତାଜା ଖବର View all

    Find Us on Facebook