Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଦଳିଲେ ଏହିସବୁ ରାଜ୍ୟର ରାଜ୍ୟପାଳ

    Share on :
    ajab-Image
    Date: Mar 6, 2026    Views: 3418

    ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟପାଳ ସି.ଭି. ଆନନ୍ଦ ଇସ୍ତଫା ଦେବା ଖବର ଏବେ ସବୁଠି ଚର୍ଚ୍ଚାର ବିଷୟ । ତେବେ ଏହାସହ ଅନ୍ୟ କିଛି ରାଜ୍ୟରେ ମଧ୍ୟ ବଦଳିଛନ୍ତି ରାଜ୍ୟପାଳ।

    ନଜର କାହାକୁ କିଏ କେଉଁ ରାଜ୍ୟର ଦାୟିତ୍ବରେ ଥିଲେ ଏବଂ ମିଳିଲା କେଉଁ ରାଜ୍ୟର ଦାୟିତ୍ବ...

    ହିମାଚଳ ପ୍ରଦେଶର ରାଜ୍ୟପାଳ ଶୀବ ପ୍ରତାପ ଶୁକ୍ଲାଙ୍କୁ ମିଳିଲା ତେଲେଙ୍ଗାନାର ରାଜ୍ୟପାଳ ଦାୟିତ୍ବ

    ତେଲୋଙ୍ଗାର ରାଜ୍ୟପାଳ ଯୀଷ୍ଣୁଦେବ ବର୍ମା ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତ

    ନାଗାଲାଣ୍ଡର ରାଜ୍ୟପାଳ ହେଲେ ନନ୍ଦକିଶୋର ଯାଦବ

    ବିବାହର ରାଜ୍ୟପାଳ ହେଲେ ଲେଫ୍ଟନାଣ୍ଟ ଜେଲେରାଲ (ଅବସରପ୍ରାପ୍ତ) ସୟଦ ଅତା ହସନୈନ୍

    ତାମିଲନାଡୁର ରାଜ୍ୟପାଳ ଆ.ର.ଏନ. ରବି ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ

    କେରଳର ରାଜ୍ୟପାଳ ଭାବେ କାର୍ୟ୍ୟ କରିଥିବା ରାଜେନ୍ଦ୍ର ବିଶ୍ବନାଥ ଆରଲେକରଙ୍କୁ ତାମିଲନାଡ଼ୁର ରାଜ୍ୟପାଳ ଦାୟିତ୍ବ

    ଲଦାଖର ଉପରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କୁ ମିଳିଲା ହିମାଚଳପ୍ରଦେଶର ଜିଲ୍ଲାପାଳ ଦାୟିତ୍ବ

    ଦିଲ୍ଲୀର ରାଜ୍ୟପାଳ ଭାବେ କାର୍ୟ୍ୟ କରିଥିବା ବିନୟୀ କୁମାର ସକ୍ସେନା ହେଲେ ଲଦାଖର ଉପରାଜ୍ୟପାଳ

    ତାରାଞ୍ଜିତ ସିଂହସାନ୍ଧୁଙ୍କୁ ମିଳିଲା ଦିଲ୍ଲୀର ଉପରାଜ୍ୟପାଳ ଦାୟିତ୍ବ

    Maximum 500 characters

    ଦେଶ ବିଦେଶ View all

    Find Us on Facebook