Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମଦ ପିଇବେନି ସରକାରୀ କର୍ମଚାରୀ, ୨୬ରେ ଶପଥ ଗ୍ରହଣ

    Share on :
    ajab-Image
    Date: Nov 24, 2021    Views: 3106


    ପାଟନା: ବିହାର ସରକାରଙ୍କ ସବୁ କର୍ମଚାରୀ ମଦ ନ ପିଇବା ପାଇଁ ଆସନ୍ତା ୨୬ ତାରିଖରେ ଶପଥ ଗ୍ରହଣ କରିବେ । ମଦ ନିଷିଦ୍ଧ ଦିବସ ପରିପ୍ରେକ୍ଷୀରେ ଏହା କରାଯିବ । ମଦ ବିକି୍ର କରିବେ ନାହିଁ କିମ୍ବା ପିଇବେ ନାହିଁ ବୋଲି କର୍ମଚାରୀ ଓ ଲୋକମାନେ ଶପଥ ନେବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି । ରାଜ୍ୟରେ ମଦ ନିଷେଧକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି । ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook