Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅମ୍ବାନିକୁ ହଟାଇ ଧନୀ ତାଲିକା ଶିର୍ଷରେ ଆଦାନୀ

    Share on :
    ajab-Image
    Date: Nov 25, 2021    Views: 2971

    ନୂଆଦିଲ୍ଲୀ: ଏସିଆର ଧନୀ ତାଲିକା ଶୀର୍ଷ ସ୍ଥାନରେ ମୁକେଶ ଅମ୍ବାନୀଙ୍କୁ ପଦଚୁ୍ୟତ କରିଛନ୍ତି ଆଦାନି ଗ୍ରୁପର ମୁଖ୍ୟ ଗୌତମ ଆଦାନି । ମୁକେଶ ଏହି ସ୍ଥାନରେ ବହୁ ବର୍ଷ ରହିଥିଲେ । ପ୍ରଥମ ଥର ଲାଗି ଆଦାନି ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଗତବର୍ଷ ମହାମାରୀ ବ୍ୟାପିବା ପରେ ଆଦାନିଙ୍କ ସମ୍ପତ୍ତି ୧୮୦୦ ପ୍ରତିଶତ ବୃଦ୍ଧି ପାଇ ୯୦୦୦ କୋଟି ଡଲାରରେ ପହଞ୍ଚିଛି । ଚଳିତ ମାସ ୨୩ରେ ମୁକେଶଙ୍କ ସମ୍ପତ୍ତି ମୂଲ୍ୟ ୯୧୦୦ କୋଟି ଡଲାର ଥିଲା ଓ ଆଦାନିଙ୍କ ସମ୍ପତ୍ତି ପରିମାଣ ୮୮୮୦ କୋଟି ଡଲାର ଥିଲା । ନଭେମ୍ବର ୨୪ରେ ରିଲାଏନ୍ସ ଇଣ୍ଡଷ୍ଟି୍ରଜର ସେୟାର ମୂଲ୍ୟ ହ୍ରାସ ପାଇଥିବା ବେଳେ ଆଦାନିର ବଢ଼ିଥିଲା । ସେଥିପାଇଁ ଆଦାନିଙ୍କ ସମ୍ପତ୍ତି ମୁକେଶଙ୍କ ଠାରୁ ଅଧିକ ହୋଇଯାଇଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook