ମୁଖ୍ୟ ଖବର
ଅନେକ ଘରେ ଆକ୍ୱାରିୟମ ରଖିଥିବା ଦେଖିଥିବେ। ଏହାସହ ଏକ କାଚ ପାତ୍ରରେ ଗୋଲ୍ଡେନ ଫିସ୍ (ସୁନେଲି ମାଛ) ଥିବା ମଧ୍ୟ ଦେଖିଥିବେ। ତେବେ ଘରେ ଏହି ଗୋଲ୍ଡେନ ଫିସ୍ ଥିଲେ କି ଫଳ ମିଳିଥାଏ। ଜାଣନ୍ତୁ..
ଘରେ ଗୋଲ୍ଡେନ ଫିସ୍ ଥିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ଘରେ ସମ୍ପନ୍ନତା ଆସିବା ସହ ଧନ ବୃଦ୍ଧି ହୋଇଥାଏ। ଅଟକି ଥିବା ଧନ ପ୍ରାପ୍ତି ହୋଇଥାଏ।
ଘରର ଡ୍ରଇଙ୍ଗ୍ ରୁମ୍ରେ ଗୋଲ୍ଡେନ ଫିସ୍ ରଖିବା ଦ୍ୱାରା ଘରେ ସର୍ବଦା ସୁଖ,ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ।
ଏହି ଫିସ୍ ଘରେ ରଖିବା ଦ୍ୱାରା ଉନ୍ନତି ସର୍ବଦା ହେବା ସହ କାର୍ୟ୍ୟରେ ସଫଳତା ମିଳିଥାଏ।
ମାତ୍ର ଏହାକୁ କଦାପି ଶୟନ କକ୍ଷ କିମ୍ବା ରୋଷେଇ ଘରେ ରଖନ୍ତୁ ନାହିଁ।
Comments ସମସ୍ତ ମତାମତ