Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ଗୋଲ୍ଡେନ ଫିସ୍‌‌ ଥିଲେ କି ଫଳ ମିଳିଥାଏ। ଜାଣନ୍ତୁ..

    Share on :
    ajab-Image
    Date: May 7, 2023    Views: 4514

    ଅନେକ ଘରେ ଆକ୍ୱାରିୟମ ରଖିଥିବା ଦେଖିଥିବେ। ଏହାସହ ଏକ କାଚ ପାତ୍ରରେ ଗୋଲ୍ଡେନ ଫିସ୍‌‌ (ସୁନେଲି ମାଛ) ଥିବା ମଧ୍ୟ ଦେଖିଥିବେ। ତେବେ ଘରେ ଏହି ଗୋଲ୍ଡେନ ଫିସ୍‌‌ ଥିଲେ କି ଫଳ ମିଳିଥାଏ। ଜାଣନ୍ତୁ..
    ଘରେ ଗୋଲ୍ଡେନ ଫିସ୍‌‌ ଥିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
    ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
    ଘରେ ସମ୍ପନ୍ନତା ଆସିବା ସହ ଧନ ବୃଦ୍ଧି ହୋଇଥାଏ। ଅଟକି ଥିବା ଧନ ପ୍ରାପ୍ତି ହୋଇଥାଏ।
    ଘରର ଡ୍ରଇଙ୍ଗ୍‌‌ ରୁମ୍‌‌ରେ ଗୋଲ୍ଡେନ ଫିସ୍‌‌ ରଖିବା ଦ୍ୱାରା ଘରେ ସର୍ବଦା ସୁଖ,ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ।
    ଏହି ଫିସ୍‌‌ ଘରେ ରଖିବା ଦ୍ୱାରା ଉନ୍ନତି ସର୍ବଦା ହେବା ସହ କାର୍ୟ୍ୟରେ ସଫଳତା ମିଳିଥାଏ।
    ମାତ୍ର ଏହାକୁ କଦାପି ଶୟନ କକ୍ଷ କିମ୍ବା ରୋଷେଇ ଘରେ ରଖନ୍ତୁ ନାହିଁ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook