Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି କମିଲା ସୁନା ଓ ରୂପା

    Share on :
    ajab-Image
    Date: Jan 31, 2026    Views: 2995

    ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ହୁ ହୁ ହୋଇ ବଢି ଚାଲିଥିବା ସୁନା ଦରରେ ଟିକେ ଆଶ୍ୱସ୍ତି ମିଳିଛି । ୨୪ କ୍ୟାରେଟ୍‌ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ଗ୍ରାମ୍‌ ପିଛା ୨୪କ୍ୟାରେଟ ସୁନା ଦର ୧ଲକ୍ଷ ୬୦ହଜାର ୫୮୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୨କ୍ୟାରେଟ୍‌ ସୁନାର ଦାମ୍‌ ୧୦ଗ୍ରାମ୍‌ ପିଛା ୧ଲକ୍ଷ ୬୯ହଜାର ୨୦୦ ରହିଥିଲା । ସେହିପରି ୨୨କ୍ୟାରେଟ ସୁନା ୭ହଜାର ୯୦୦ଟଙ୍କା କମିଛି । ଏବେ ୨୨କ୍ୟାରେଟ୍‌ ସୁନା ୧୦ଗ୍ରାମ୍‌ ପିଛା ୧ଲକ୍ଷ ୪୭ହଜାର ୨୦୦ରେ ପହଞ୍ଚିଛି । ଗତକାଲି ୨୨କ୍ୟାରେଟ ସୁନାର ଦାମ ୧ଲକ୍ଷ ୫୫ହଜାର ରହିଥିଲା ।

    ଦଶନ୍ଧିରେ ସର୍ବାଧିକ ଖସିଛି ରୂପା ଦର । ରୂପା କେଜି ପିଛା ୫୫ହଜାର ହ୍ରାସ ପାଇ ୩ଲକ୍ଷ ୫୦ହଜାର ଟଙ୍କା ହୋଇଛି । ଗତକାଲି କେଜି ପ୍ରତି ୪ଲକ୍ଷ ୫ହଜାର ଦର ରହିଥିବା ବେଳେ ଆଜି ଏହା ହ୍ରାସ ପାଇ ୩ଲକ୍ଷ ୫୦ହଜାର ଟଙ୍କା ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook